ଭୌଗଳିକ ସ୍ଥିତି |
ଶିରିଡି ୧୯°୪୬` ଉତ୍ତର, ୭୪°୨୯`ପୂର୍ବରେ ବସିଥିବା ଏକ ସହର ଯାହାକି ସମୁଦ୍ରପତ୍ତନଠାରୁ ୫୦୪ମି. ଉଚ୍ଚତାରେ ଅବସ୍ଥିତ(ସୌଜନ୍ୟ: Wikipedia) |
୨୦୦୧ ଜନଗଣନା ଅନୁଯାୟୀ ଶିରିଡିର ଜନସଂଖ୍ୟା ୨୬,୧୬୯ ଥିବା ବେଳେ ଏହାର ୫୩% ପରୁଷ ଏବଂ ୪୭% ମହିଳା ଥିଲେ | ଶିରିଡିର ହାରାହାରି ସାକ୍ଷରତା ହାର ୭୦% ଯାହାକି ଜାତୀୟ ସାକ୍ଷରତା ହାର(୫୯%)ଠାରୁ ମଧ୍ୟ ଅଧିକ: ହାରାହାରି ୭୬% ପୁରୁଷ ସାକ୍ଷର ଥିବା ବେଳେ ୬୨% ପୁରୁଷ ସାକ୍ଷର ଥିଲେ |ପ୍ରମୁଖ ତୀର୍ଥ ସ୍ଥଳ ହୋଇଥିବା କାରଣରୁ ଶିରିଡିକୁ ପ୍ରାୟ ବିଶାଳ ସଂଖ୍ୟକ ଜନସମୁଦାୟ ଯା’ଆସ କରିଥା’ନ୍ତି | ଅନୁମାନ କରାଯାଏ କି ଶିରିଡିକୁ ପ୍ରତ୍ୟହ ପାଖାପାଖି ୩୦,୦୦୦ ଦର୍ଶନାର୍ଥି ଆସିଥା’ନ୍ତି| ଛୁଟି ଦିନ ତଥା ବିଶେଷ ପର୍ବପର୍ବାଣୀ ମାନଙ୍କରେ ଏହି ସଂଖ୍ୟା ଲକ୍ଷରେ ପହଞ୍ଚିଯାଏ| ଅଶିକ୍ଷିତ ଶ୍ରମିକଙ୍କୁ କର୍ମନିଯୁକ୍ତି ମିଳିପାରୁଥିବା କାରଣରୁ ପଡୋଶି ଉତ୍ତର ପ୍ରଦେଶ,ଛତିଶଗଡ,ଆନ୍ଧ୍ରପ୍ରଦେଶ ଆଦିରୁ ଅନେକ ଶ୍ରମିକ ରୋଜଗାର ଉଦ୍ଦେଶ୍ୟରେ ଏଠାକୁ ଆସିଥା’ନ୍ତି (ସୌଜନ୍ୟ: Wikipedia) |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 



