ଶିରିଡି ଧାମ |
ଭାରତ ର ମହାରାଷ୍ଟ୍ର ପ୍ରଦେଶ ର ଅହମଦ୍ନଗର ଜିଲ୍ଲାର ରାହାତା ତାଲୁକା(ତହସିଲ୍)ରେ ଶିରିଡି ନଗର ପଞ୍ଚାୟତ ଅଧୀନରେ ଅବସ୍ଥିତ | ଏହି ସହରଟି ସମଗ୍ର ବିଶ୍ବରେ ଶ୍ରୀ ଶିରିଡି ସାଇବାବାଙ୍କ ଧାମ ଭାବେ ପରିଚିତ |
ସଡକ ମାର୍ଗରେ ଶିରିଡି ଅହମଦ୍ନଗର ଠାରୁ ୮୩ କି.ମି. ତଥା କୋପରଗାଓଁ ଠାରୁ ପାଖାପାଖି ୧୫ କି.ମି. ଦୂରରେ ଅବସ୍ଥିତ | ରାଜ୍ୟ ରାଜମାର୍ଗ-୧୦(ଅହମଦ୍ନଗର୍-ମନ୍ମାଢ୍ ଦେଇ) ଶିରିଡି ଦେଇ ଯାଇଛି |ଭାରତର ପଶ୍ଚିମ ଉପକୂଳଠାରୁ ପାଖାପାଖି ୧୮୫ କି.ମି ପୂର୍ବରେ ଶିରିଡି ଅବସ୍ଥିତ (ଅହମଦ୍ନଗର୍-ମନ୍ମାଢ୍), ଯାହାକି ଏକ ବ୍ୟସ୍ତବହୁଳ ରାସ୍ତା ଅଟେ | ବାବାଙ୍କ ସମାଧି ଦର୍ଶନ କରିବା ପାଇଁ ପ୍ରତ୍ୟହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶିରିଡି କୁ ଆସିଥାଆନ୍ତି ଯେଉଁଥିପାଇଁ ଏହା ବର୍ତ୍ତମାନ ବିଶ୍ବର ଏକ ପ୍ରମୁଖ ତୀର୍ଥସ୍ଥଳ ରୂପେ ପରିଚୟ ଲାଭ କରିଛି |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


