Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ପ୍ରତ୍ୟେକ ବର୍ଷ ଶ୍ରୀ ଶିରିଡି ସାଇ ପୀଠ, ବାରିପଦା ଦ୍ବାରା ଓଡିଆ ଭାଷାରେ ବାର୍ଷିକ ପତ୍ରିକା ସାଇ ଛାୟା ପ୍ରକାଶିତ ହୋଇଥାଏ ଯାହା କି ଜନ ସମୁଦାୟକୁ ଶ୍ରୀ ଶିରିଡି ସାଇଙ୍କ ନିକଟତର କରେଇବାରେ ସଦା ପ୍ରୟାସରତ ଅଛି |

ଭକ୍ତ ଏବଂ ପାଠକମାନଙ୍କୁ ଅନୁରୋଧ କି ସେମାନେ ଶ୍ରୀ ଶିରିଡି ବାବାଙ୍କ ସଂପର୍କିତ ନିଜର ଅନୁଭବ, ଚିନ୍ତାଧାରା, ରଚନା, କବିତା, ଚିତ୍ରକଳା ପ୍ରଭୃତି କୁ ଆମ୍ଭ ପାଖକୁ MS-WORD କିମ୍ବା PAGEMAKER format ରେ ନିମ୍ନସ୍ଥ ଫର୍ମ ପୂରଣ କରି ପଠେଇ ପାରିବେ ଓ ବାବାଙ୍କ ବାଣୀ ପ୍ରଚାର-ପ୍ରସାର ରେ ଆମ ସାଥେ ଭାଗୀଦାର ହୋଇପାରିବେ |

ଲେଖା ପଠେଇବା ପାଇଁ ନିମ୍ନ ଫର୍ମ୍‌ ରେ ସୂଚନା ପୂରଣ କରି ନିଜର ଲେଖାକୁ ଅପ୍‌ଲୋଡ୍‌ କରନ୍ତୁ |

ଆପଣଙ୍କ ନାମ (ଜରୁରୀ)


ଆପଣଙ୍କ Email (ଜରୁରୀ)


ଆପଣଙ୍କ ବୟସ (ଜରୁରୀ)


ଆପଣଙ୍କ ଠିକଣା (ଜରୁରୀ)

ସର୍ତ୍ତାବଳୀ:

୧-ଯୋଗ୍ୟ ବିବେଚିତ ଲେଖା ଗୁଡିକୁ ହିଁ ସାଇ ଛାୟା ପତ୍ରିକାରେ ପ୍ରକାଶିତ କରାଯିବ |
୨-ଉପରେ ଲେଖିଥିବା ନାମ, ଇ-ମେଲ୍, ବୟସ ଓ ଠିକଣା ମୋର ନିଜସ୍ବ ତଥା ନିର୍ଭୂଲ୍ |
୩-ଲେଖା ସମ୍ବନ୍ଧୀୟ କୌଣସି ବି ସୂଚନା ଦେବା ପ୍ରତିବନ୍ଧିତ ତଥା ପଠା ଯାଇଥିବା ଲେଖା ଗୁଡିକର ବିବେଚନା ର ସମସ୍ତ ଅଧିକାର ଶ୍ରୀ ଶିରିଡି ସାଇ ପୀଠ, ବାରିପଦାର ଅଧୀନ ଏବଂ ସଂପାଦିକା,ସାଇଛାୟା ଙ୍କ ବିବେଚନା ଅନ୍ତିମ ତଥା ମାନ୍ୟ ଅଟେ|

ମୁଁ ଉପରୋକ୍ତ ସମସ୍ତ ସର୍ତ୍ତାବଳୀରେ ରାଜି

ଆପଣ ନିଜର ଲେଖାଗୁଡିକୁ ନିମ୍ନ ଠିକଣାରେ ଡାକ ମାଧ୍ୟମରେ ମଧ୍ୟ ପଠେଇପାରିବେ-

ସମ୍ପାଦିକା, ସାଇ ଛାୟା
ଶ୍ରୀ ଶିରିଡି ସାଇ ପୀଠ,ବାରିପଦା
ମୟୂରଭଂଜ, ଓଡିଶା-୭୫୭୦୦୧

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ